
ନୂଆଦିଲ୍ଲୀ: ଆମାଜନ ମୁଖ୍ୟ ଜେଫ୍ ବେଜୋସ୍ ହେଉଛନ୍ତି ଦୁନିଆର ପ୍ରଥମ ଯାହାଙ୍କ ପାଖରେ ୨୦,୦୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତି ରହିଛି। କଂପାନିର ସେୟାର ଦାମ୍ ବୃଦ୍ଧି ପାଇବାରୁ ବେଜୋସ୍ଙ୍କ ସମ୍ପତ୍ତି ବଢ଼ିଛି। ତାଙ୍କ ପୂର୍ବତନ ପତ୍ନୀ ମାକେଞ୍ଜି ସ୍କଟ୍ ବିଲିଓନେୟାର ତାଲିକାରେ ପ୍ରବେଶ କରିଛନ୍ତି। ସେ ବିଶ୍ବର ଧନୀ ମହିଳା ହେବାର ନିକଟତର ହୋଇଛନ୍ତି।
from ବାଣିଜ୍ୟ – Sambad https://ift.tt/2EIFYYM
0 Comments