ଗୁଗୁଲ୍ ପେ’ ସହ ହାତ ମିଳାଇଲା ଏସ୍‌ବିଆଇ କାର୍ଡ

ଭୁବନେଶ୍ବର: ଗ୍ରାହକମାନଙ୍କୁ ସୁବିଧାଜନକ ପେମେଣ୍ଟ୍‌ ବିକଳ୍ପ ପ୍ରଦାନ କରିବା ଲାଗି ଦେଶର‌ ‌ଅଗ୍ରଣୀ କ୍ରେଡିଟ୍ କାର୍ଡ କଂପାନି ଏସ୍‌ବିଆଇ କାର୍ଡ ଗୁଗୁଲ୍ ପେ’ ସହ ହାତ ମିଳାଇଛି। ଏସ୍‌ବିଆଇ କାର୍ଡର ଗ୍ରାହକମାନେ ଏନ୍‌ଏଫ୍‌ସିର ପିଓଏସ୍‌ ମେସିନ୍‌ରେ ଟ୍ୟାପ୍ ଆଣ୍ଡ୍‌ ପେ’ ଜରିଆରେ କିମ୍ବା କ୍ୟୁଆର୍‌ କୋଡ୍‌ ସ୍କାନ କରି ଓ ଅନଲାଇନ୍ ପେମେଣ୍ଟ୍‌ ମାଧ୍ୟମରେ ପେମେଣ୍ଟ୍‌ କରିପାରିବେ।



from ବାଣିଜ୍ୟ – Sambad https://ift.tt/300mbw1

Post a Comment

0 Comments