ଭିଡିଓକନ୍‌କୁ କିଣିବ ବେଦାନ୍ତ

ଭୁବନେଶ୍ବର : ବେଣୁଗୋପଳ ଧୁତ୍‌ଙ୍କ ଇଲେକ୍ଟ୍ରୋନିକ୍ସ କଂପାନି ଭିଡିଓକନ୍‌କୁ କିଣିବା ଲାଗି ଅନିଲ ଅଗ୍ରୱାଲ୍‌ଙ୍କ ସଂସ୍ଥା ବେଦାନ୍ତ ଅଗ୍ରୱାଲ୍ ଆଗ୍ରହ ପ୍ରକାଶ କରିଛି। ଆମେରିକାର ଏଇଟ୍‌ କ୍ୟାପିଟାଲ୍ ନାମକ ସଂସ୍ଥା ସହ ମିଶି ବେଦାନ୍ତ ବିଡ୍‌ ଦାଖଲ କରିଛି। ଭିଡିଓକନ୍‌କୁ କିଣିବା ଲାଗି ୧୧ଟି ବିଡ୍‌ ଆସିଛି। ସେଥି ମଧ୍ୟରୁ ବେଦାନ୍ତର ବିଡ୍‌ ଅନ୍ୟତମ ବୋଲି ଜଣାପଡ଼ିଛି।



from ବାଣିଜ୍ୟ – Sambad https://ift.tt/2QQISNX

Post a Comment

0 Comments