
ମୁମ୍ବାଇ: ମୁକେଶ ଅମ୍ବାନିଙ୍କ ରିଟେଲ୍ ସଂସ୍ଥା ରିଲାଏନ୍ସ ରିଟେଲ୍ରେ ବିଶ୍ବସ୍ତରୀୟ ନିବେଶ ସଂସ୍ଥା କେକେଆର୍ ୫୫୦୦ କୋଟି ଟଙ୍କା ନିବେଶ କରିବ। ରିଲାଏନ୍ସ ରିଟେଲ୍ର ୧.୨୮ ପ୍ରତିଶତ ଅଂଶଧନକୁ ଏହା କିଣିବ। ଏହି ସଂସ୍ଥା ପୂର୍ବରୁ ଜିଓ ପ୍ଲାଟଫର୍ମସ୍ରେ ୧୧,୩୬୭ କୋଟି ଟଙ୍କା ନିବେଶ କରିଥିଲା। ରିଲାଏନ୍ସ ରିଟେଲ୍ରେ ଏହା ହେଉଛି ଦ୍ବିତୀୟ ନିବେଶ। ପୂର୍ବରୁ ସିଲ୍ଭର୍ ଲେକ୍ ୭୫୦୦ କୋଟି ଟଙ୍କା ନିବେଶ କରିଛି।
from ବାଣିଜ୍ୟ – Sambad https://ift.tt/2EwkBue
0 Comments