ଭୋଡାଫୋନ୍ ଆଇଡିଆର ନୂଆ ପରିଚୟ

ନୂଆଦିଲ୍ଲୀ: ବିପୁଳ କ୍ଷତି ଓ ଋଣ ବୋଝ ତଳେ ଦବି ରହି ବ୍ୟବସାୟରେ ତିଷ୍ଠିବାକୁ ସଂଘର୍ଷ କରୁଥିବା ଟେଲିକମ୍ କଂପାନି ଭୋଡାଫୋନ୍ ଆଇଡିଆ ଆଜି ନିଜ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ଏକ କଡ଼ା ବାର୍ତା ଦେଇଛି। ଏହି ସଂସ୍ଥାର ଭବିଷ୍ୟତକୁ ନେଇ ଯେଉଁମ‌ାନେ ସନ୍ଦେହ ପ୍ରକଟ କରୁଥିଲେ ସେମାନଙ୍କୁ ମଧ୍ୟ କଂପାନି ଆଜି ଭିନ୍ନ ଢଙ୍ଗରେ ଉତ୍ତର ଦେଇଛି। ଆଜି ଭୋଡାଫୋନ୍ ଆଇଡିଆ ପକ୍ଷରୁ ନୂଆ ବ୍ରାଣ୍ଡ୍‌ ପରିଚୟ ‘ୱି’କୁ ଉନ୍ମୋଚନ କରାଯାଇଛି। ଦୁଇ ବର୍ଷ ପୂର୍ବେ ଭୋଡାଫୋନ୍ ଇଣ୍ଡିଆ ଓ ଆଇଡିଆ ମଧ୍ୟରେ ମିଶ୍ରଣ ହୋଇଥିଲା।



from ବାଣିଜ୍ୟ – Sambad https://ift.tt/3jV3Rvx

Post a Comment

0 Comments