ଧୋନିଙ୍କୁ ନେଇ ମାଷ୍ଟରକାର୍ଡର ଅଭିଯାନ

ଭୁବନେଶ୍ବର: ଡିଜିଟାଲ୍‌ ସମାଧାନ ଗ୍ରହଣ କରିଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ କୃତଜ୍ଞତା ଜଣାଇବା ଲାଗି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ମାଷ୍ଟରକାର୍ଡ ପକ୍ଷରୁ ଏକ ନୂତନ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ସେ ବ୍ୟବସାୟୀମାନଙ୍କୁ ଡିଜିଟାଲ୍ କାରବାର ବିଷୟରେ ସଚେତନ କରୁଥିବା ଦେଖିବାକୁ ମିଳିବ। ଏହା ଜରିଆରେ ପାଂଚଟି ସହରର ୩୦ ହଜାର ବ୍ୟବସାୟୀଙ୍କ ପାଖରେ କଂପାନି ପହଂଚିପାରିଛି।



from ବାଣିଜ୍ୟ – Sambad https://ift.tt/2Ybgpqs

Post a Comment

0 Comments