
ଭୁବନେଶ୍ବର: ରିଲାଏନ୍ସ ଡିଜିଟାଲ ପକ୍ଷରୁ ‘ଡିଜିଟାଲ ଇଣ୍ଡିଆ ସେଲ୍’ ଘୋଷଣା କରାଯାଇଛି। ରିଲାଏନ୍ସ ଡିଜିଟାଲ ଷ୍ଟୋର ଓ www.reliancedigital.inରେ ଏହି ସେଲ୍ ଚଳିତମାସ ୭ ତାରିଖରୁ ଆରମ୍ଭ ହୋଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଗ୍ରାହକମାନେ ଅପେକ୍ଷାକୃତଭାବେ ଖୁବ୍ କମ୍ ମୂଲ୍ୟରେ ବ୍ୟାପକ ବର୍ଗର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ସୁଯୋଗ ଏସବୁ ଷ୍ଟୋରଗୁଡ଼ିକରୁ ଅନଲାଇନ ଓ ଅଫଲାଇନରେ ପାଇବେ।
ଏଥିସହିତ ରିଲାଏନ୍ସ ଡିଜିଟାଲ, ମାଇଁଜିଓ ଷ୍ଟୋର୍ ଏବଂ www.reliancedigital.inରେ ଏଚଡିଏଫସି ବ୍ୟାଙ୍କର କାର୍ଡରେ ତୁରନ୍ତ ୧୦ ପ୍ରତିଶତ ରିହାତି ସୁବିଧା ରହିଛି। ଚଳିତବର୍ଷର ଡିଜିଟାଲ ଇଣ୍ଡିଆ ସେଲକୁ ଆକର୍ଷଣୀୟ କରାଯାଇଛି। ପ୍ରତ୍ୟେକ ଦିନ ବଡ଼ ଡିଲ୍ ରହିଛି। ଟିଭି, ହୋମ୍ ଆପ୍ଲାଏନସେସ, ମୋବାଇଲ ଫୋନ୍, ଲାପଟପ, ଫିଟନେସ୍ ସାମଗ୍ରୀ, ସ୍ମାର୍ଟ ୱାଚ ଏବଂ ଆସେସୋରିଜ୍ ଆଦି ଉତ୍ପାଦରେ ଅଫର ରହିଛି। ରିଲାଏନ୍ସ ଡିଜିଟାଲର ଗ୍ରାହକଙ୍କୁ ସ୍ବତନ୍ତ୍ରଭାବେ ୱାନପ୍ଲସ ନର୍ଡ, ହାଇସେନ୍ସ ଓ ଅନ୍ୟ ବ୍ରାଣ୍ଡ୍ର ଉତ୍ପାଦ ଉପରେ ଆକର୍ଷଣୀୟ ଅଫର୍ ପ୍ରଦାନ କରାଯାଉଛି।
from ବାଣିଜ୍ୟ – Sambad https://ift.tt/30E4DWX
0 Comments